Below header
Browsing Tag

Witchcraft death

ନୃଶଂସ କାଣ୍ଡ: ଗୁଣି ଗାରେଡି ସନ୍ଦେହ କରି ବ୍ୟକ୍ତିଙ୍କ ଗଳାକାଟି ହତ୍ୟା

ମାଲକାନଗିରି (କେନ୍ୟୁଜ): ଗୁଣି ସନ୍ଦେହରେ ହତ୍ୟା । ମାଲକାନଗିରି ଆଦର୍ଶ ଥାନା ତଣ୍ଡାପାଲ୍ଲୀ ଗାଁରେ ନୃଶଂସ କାଣ୍ଡ । ଗୁଣି ଗାରେଡି ସନ୍ଦେହରେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା । ମୃତକ ଜଣକ ତଣ୍ଡାପାଲି ଗାଁର ଲକ୍ଷ୍ମା କବାସ । ଲକ୍ଷ୍ମା ଗୁଣି ଗାରେଡି କରୁଥିବା ସନ୍ଦେହ କରି କିଛି ଦୁର୍ବୁତ୍ତ…

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା, ଟାଙ୍ଗିଆରେ ଗୋଡାଇ ହାଣିଲେ ୪ ଦୁର୍ବୃତ୍ତ

ରେଢାଖୋଲ (କେନ୍ୟୁଜ) : ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । ରେଢାଖୋଲ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଡିମିରିକୁଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡିକୁ ନେଇ ୪ଜଣ ବ୍ୟକ୍ତି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶୁକ୍ରୁ ମାଝୀ । ଅଭିଯୋଗ ଅନୁଯାୟୀ…