Below header
Browsing Tag

woman dead body recovered

ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ମୃତ୍ୟୁ ପଛରେ ସ୍ବାମୀଙ୍କ ହାତ ଥିବା ସନ୍ଦେହ

ବ୍ରହ୍ମପୁର (କେନ୍ୟୁଜ): ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ମୃତ ମହିଳା କେରଳର ଅବଦୁଲ ପରିପାଲିପ । ତାଙ୍କ ବୟସ ୪୦ରୁ ୪୫ ମଧ୍ୟରେ ହେବ। ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ମହିଳା ଜଣକ…

ଗଡଗଡ଼ିଆ ଘାଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ (କେନ୍ୟୁଜ): ମହାନଦୀ ଗଡଗଡ଼ିଆ ଘାଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମହିଳାଙ୍କ ବୟସ ୩୫ ରୁ ୪୦ ଭିତରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଉପସ୍ଥିତ ଥିବାବେଳେ ମୃତକ ମହିଳାଙ୍କ ପରିଚୟ ଅସ୍ପଷ୍ଟ…