Below header
Browsing Tag

women hockey player

ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜଙ୍ଗଲ ରାସ୍ତାର ଗଛରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଝାଡ଼ଖଣ୍ଡର ଶ୍ରଦ୍ଧା ସୁନନ୍ଦିନୀ ସୋରେଙ୍ଗ ଓ ବୀରମିତ୍ରପୁରର ସୁନନ୍ଦିନୀ ବାଗେ । ଦୁହେଁ ହକି ଖେଳାଳି । ଶ୍ରଦ୍ଧା ଓ ସୁନନ୍ଦିନୀ ହକି ଖେଳିବେ କହି…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୪ ମହିଳା ଓଡ଼ିଆ ହକି ଖେଳାଳିଙ୍କୁ ମିଳିବ ୪କୋଟି ଟଙ୍କା ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍) : ୪ ମହିଳା ଓଡ଼ିଆ ହକି ଖେଳାଳିଙ୍କୁ ମିଳିବ ପୁରସ୍କାର । ୪ ଜଣଙ୍କୁ ଏକ କୋଟି ଲେଖାଏ ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଆଜି ଘୋଷଣା କରିଛନ୍ତି । ୪ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା, ନମିତା ଟୋପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ୍…