Below header
Browsing Tag

worship kuber dev

ମାତା ଲକ୍ଷ୍ମୀଙ୍କ ସହ କରନ୍ତୁ କୁବେର ଦେବଙ୍କ ପୂଜା, ଘରେ ଧନର ଅଭାବ ତୁରନ୍ତ ଦୂର ହେବ

ଶାସ୍ତ୍ର ମୁତାବିକ ଧନର ଦେବତା ହେଉଛନ୍ତି କୁବେର। କୁବେର ଦେବଙ୍କୁ ଭଗବାନ ଶିବଙ୍କ ଦ୍ୱାରପାଳ କୁହାଯାଏ। ସାଧାରଣ ଭାବେ ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କୁବେର ଦେବଙ୍କ ପୂଜା ମଧ୍ୟ ଖୁବ ଭଲ ଫଳ ଦେଇଥାଏ। ଧର୍ମ ଗ୍ରନ୍ଥ ମୁତାବିକ…