Below header
Browsing Tag

youth dies after a group attack

ବାଇକ୍‌ ଚୋର ସନ୍ଦେହରେ ଯୁବକକୁ ପିଟି ପିିଟି କଲେ ଲହୁ ଲୁହାଣ,ମେଡିକାଲରେ ଛାଡିଗଲା ପ୍ରାଣ, ୭ ଅଟକ

ବରପାଲି : ଜଣେ ଯୁବକକୁ ବାଇକ ଚୋର ଭାବି କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ବରପାଲି ଅଂଚଳରେ । ଘଟଣାଟି ଘଟିଛି ବଳିଟିକ୍ରା ନିକଟରେ । ପୋଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର…