Below header
Browsing Tag

Yusuf Hussain passed away

ଲୋକପ୍ରିୟ ଅଭିନେତା ୟୁସୁଫ ହୁସୈନଙ୍କ ପରଲୋକ, ଟ୍ଵିଟ୍‌ କରି ଜଣାଇଲେ ହଂସଲ ମେହେତା

ଲୋକପ୍ରିୟ ଟେଲିଭିଜନ ତଥା ଫିଲ୍ମ ଅଭିନେତା ୟୁସୁଫ ହୁସୈନଙ୍କ ଆଜି ସକାଳେ ପରଲୋକ ହୋଇଛି। ଫିଲ୍ମ ନିର୍ମାତା ହଂସଲ ମେହେତା ସୋସିଆଲ ମିଡିଆରେ ୟୁସୁଫଙ୍କ ମୃତ୍ୟୁ ଖବରକୁ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହଂସଲ ଭାବବିହ୍ଵଳ ନୋଟ୍‌ ସେୟାର କରିଛନ୍ତି। ହଂସଲଙ୍କ ସହିତ ମନୋଜ ବାଜପେୟୀ ମଧ୍ୟ…