ଜଳେଶ୍ଵର: ଆରଆଇଙ୍କ ଉପରକୁ ଗାଡ଼ି ଚଢ଼େଇ ଦେଲେ ବାଲି ମାଫିଆ, ଗୁରୁତର ଆହତ

ଜଳେଶ୍ଵର: ମାତିଛନ୍ତି ମାଫିଆ । ଚୋରା ବାଲି ଗାଡ଼ି ଉପରେ ଚଢ଼ାଉ ବେଳେ ଆରଆଇଙ୍କ ଉପରକୁ ଗାଡ଼ି ଚଢ଼େଇ ଦେଲେ ମାଫିଆ । ଗୁରୁତର ଅବସ୍ଥାରେ ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲରେ ଭର୍ତି ହେଲେ ଜଳେଶ୍ବର ଆରଆଇ ଦିଲ୍ଲିପ କୁମାର ଚନ୍ଦ। ଲଗାତାର ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଆରଆଇ ଦିଲ୍ଲିପ କୁମାର ଚନ୍ଦ ଚଢ଼ାଉ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣା ପରେ ପୋଲିସ ତନାଘନା ଚଳାଇଛି ।

Leave A Reply

Your email address will not be published.