Browsing Tag

sand mafia

ଥମିବାର ନାଁ ଧରୁନି ବାଲି ମାଫିଆଙ୍କ ଆତଙ୍କରାଜ, କାଉନସିଲରଙ୍କୁ ଆକ୍ରମଣ

ଜଳେଶ୍ବର : ଥମିବାର ନାଁ ଧରୁନି ବାଲି ମାଫିଆଙ୍କ ଆତଙ୍କରାଜ । ବାଳେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଶେଖବାଡରେ ବାଲି ଉତ୍ତୋଳନ ପାଇଁ ବିରୋଧ କରିବାରୁ କାଉନସିଲରଙ୍କୁ କଲେ ଆକ୍ରମଣ । ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲର ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଥମୁନି ବାଲି ମାଫିଆଙ୍କ ଦାଦାଗିରି, ପଥରରେ ଯୁବକଙ୍କ ମୁଣ୍ଡକୁ ଛେଚି କଲେ ଲହୁଲୁହାଣ

ଉଦଳା : ବାଲି ମାଫିଆଙ୍କ ପୁଣି ଦାଦାଗିରି । ସପ୍ତାହେ ପୂର୍ବରୁ ବେଆଇନ ବାଲି ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ବାଲି ମାଫିଆ ଆକ୍ରମଣ କରିଥିଲେ । ଘଟଣାକୁ ସପ୍ତାହେ ବିତି ନ ଥିବା ବେଳେ ପୁଣି ଥରେ କପ୍ତିପଦା ଥାନା ଅଞ୍ଚଳରୁ ଆସିଛି ବାଲି ମାଫିଆଙ୍କ ଦାଦାଗିରିର ଘଟଣା…

ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ

କେନ୍ଦୁଝର : ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ ।  ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ଆକ୍ରମଣ ।  କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ଆହତ ହୋଇଛନ୍ତି । ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଆନନ୍ଦପୁର ଘଷିପୁରା…

ବେଆଇନ ଭାବେ ବାଲି ଘାଟ ଖୋଲି ଶହ ଶହ ଟ୍ରିପ୍ ବାଲି ହେଉଛି ଚୋରା ଚାଲାଣ

ବାଙ୍କୀ: ତହସିଲ ପକ୍ଷରୁ ବାଲିଘାଟ ନିଲାମ ନେଇଥିବା ସ୍ଥାନରୁ ବାଲି ଉଠାଣ ନକରି ନିଲାମଧାରୀ ନିଜ ଇଚ୍ଛାରେ ମହାନଦୀର ବନ୍ଧକୁ ଭାଙ୍ଗି ବେଧଡକ ଭାବେ ବାଲି ଅନ୍ୟ ଏକ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଉଠାଉଥିବା ନେଇ ଆସିଛି ଅଭିଯୋଗ । ନିଲାମ୍ ନେବା ବେଳେ ଚୁକ୍ତି କରିଥିବା ନିୟମକୁ ଖୋଲା ଖୋଲି ଉଲଙ୍ଘନ…

କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ଧକ୍କା ଦେଲା ହାଇୱା

କଟକ(କେନ୍ୟୁଜ୍‌): କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ। ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ ।…

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଗାଡ଼ି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

କଟକ (କେନ୍ୟୁଜ): କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ । ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ । ଏନେଇ…

ବାଲି ମାଫିଆଙ୍କ ଦୌରାତ୍ମ୍ୟ: ତହସିଲଦାରଙ୍କୁ ଟ୍ରକ ଚଢାଇ ହତ୍ୟା କରିବାକୁ ଧମକ

କେନ୍ଦ୍ରାପଡ଼ା (କେନ୍ୟୁଜ): ବାଲି ମାଫିଆଙ୍କ ଦୌରାତ୍ମ୍ୟ। କେନ୍ଦ୍ରାପଡ଼ା ଡେରାବିସ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଧମକ ଅଭିଯୋଗ । କଟକ ଚାନ୍ଦବାଲି ରାସ୍ତା ଗୁଆଳସିଂ ଛକ ନିକଟରେ ତହସିଲଦାର ଅକ୍ଷୟ ପରିଡ଼ା ଓ ଆରଆଇ ବାଲି ଗାଡ଼ି ଗୁଡ଼ିକୁ ଚେକିଂ କରୁଥିବା ବେଳେ ଏକ ହାଇୱା ଟ୍ରକର କାଗଜପତ୍ର…

ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୧୦ରୁ ଉର୍ଦ୍ଧ୍ୱ ଗିରଫ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ। ପରେ ବାଲି ମାଫିଆ ଉପଜିଲ୍ଲାପାଳ…

ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ; ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ। କେବଳ ଖଣି ମାଫିଆ ନୁହନ୍ତି ପଥର ଓ ବାଲି ମାଫିଆଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ବିଧାନସଭାର ବାଚସ୍ପତିଙ୍କ ଦୃଷ୍ଟି ଆକଷଣ କରି ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ସୁବର୍ଣ୍ଣରେଖାକୁ ଲୁଟୁଛନ୍ତି ବାଲି ଲୁଟେରା, ବିପଦରେ ଉତ୍ତର ବାଲେଶ୍ଵରର ଲାଇଫ୍ ଲାଇନ୍

ଉତ୍ତର ବାଲେଶ୍ଵରର ଲାଇଫ୍ ଲାଇନ ସୁବର୍ଣ୍ଣରେଖା ନଦୀକୁ ଲୁଟୁଛନ୍ତି ବାଲି ଲୁଟେରା। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ବହି ଯାଉଥିବା ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆମାନେ ଦିନ ରାତି ଜେସିବି ଏବଂ ଟ୍ରାକ୍ଟର ଲଗାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ବାଲି। ବାଲି ମାଫିଆଙ୍କ ଦୌରାତ୍ମ୍ୟ…

ଜଳେଶ୍ଵର: ଆରଆଇଙ୍କ ଉପରକୁ ଗାଡ଼ି ଚଢ଼େଇ ଦେଲେ ବାଲି ମାଫିଆ, ଗୁରୁତର ଆହତ

ଜଳେଶ୍ଵର: ମାତିଛନ୍ତି ମାଫିଆ । ଚୋରା ବାଲି ଗାଡ଼ି ଉପରେ ଚଢ଼ାଉ ବେଳେ ଆରଆଇଙ୍କ ଉପରକୁ ଗାଡ଼ି ଚଢ଼େଇ ଦେଲେ ମାଫିଆ । ଗୁରୁତର ଅବସ୍ଥାରେ ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲରେ ଭର୍ତି ହେଲେ ଜଳେଶ୍ବର ଆରଆଇ ଦିଲ୍ଲିପ କୁମାର ଚନ୍ଦ। ଲଗାତାର ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଆରଆଇ…

ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ବେଆଇନ ବାଲି ଚାଲାଣ ବେଳେ ଦାଦାଗିରି

ନୀଳଗିରି (କେନ୍ୟୁଜ୍‌) : ତହସିଲଦାରଙ୍କୁ ବାଲି ମାଫିଆଙ୍କ ଦାଦାଗିରି। ବେଆଇନ ବାଲି ଚାଲାଣ ବେଳେ ସ୍ଥାନୀୟ ତହସିଲଦାର ପ୍ରତିବାଦ କରିଥିଲେ। ଯାହାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲି ମାଫିଆମାନେ ତହସିଲଦାରଙ୍କୁ ଆକ୍ରମଣ କରିବା ସହ ତାଙ୍କ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର…