ଭୁବନେଶ୍ୱର (କେନ୍ୟୁଜ): ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ। କେବଳ ଖଣି ମାଫିଆ ନୁହନ୍ତି ପଥର ଓ ବାଲି ମାଫିଆଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ବିଧାନସଭାର ବାଚସ୍ପତିଙ୍କ ଦୃଷ୍ଟି ଆକଷଣ କରି ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।