Below header
Browsing Tag

mines mafia

ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ; ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ମାଫିଆଙ୍କ ଟାର୍ଗେଟରେ ୨୭ ବିଧାୟକ। କେବଳ ଖଣି ମାଫିଆ ନୁହନ୍ତି ପଥର ଓ ବାଲି ମାଫିଆଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ବିଧାନସଭାର ବାଚସ୍ପତିଙ୍କ ଦୃଷ୍ଟି ଆକଷଣ କରି ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

କେନ୍ଦୁଝର ବନ ବିଭାଗର ଆଉ ଏକ ସଫଳତା, ଧରାପଡିଲେ ୩ ଖଣିମାଫିଆ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଉ ଥିବା ବେଳେ ଗତକାଲି ପରେ ଆଜି ପୁଣି ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କ ହାତରେ ଧରାପଡ଼ିଲେ ୩ ଖଣି ମାଫିଆ । ସେମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡର ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଜଣେ ବାଲେଶ୍ୱର…

କେନ୍ଦୁଝର: ବନ ବିଭାଗକୁ ପୁଣି ଏକ ସଫଳତା, ୨ ଖଣିଜ ପଥର ଚାଲଣକାରୀଙ୍କୁ ଗିରଫ କରିବା ସହ ଡ଼ମ୍ଫର ଜବତ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦୁଝର ବନ ବିଭାଗକୁ ପୁଣି ଏକ ସଫଳତା । ଗତ ରାତିରେ ନୟାଗଡ଼ ନିକଟରୁ ଖଣିଜ ପଥର ଚୋରି କରି ଚାଲଣ କରିବାକୁ ଚେଷ୍ଟା କରୁଥିବା ବେଳେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ଏକ ଚୋରା ଖଣିଜ ପଥର ବୋଝେଇ ଡ଼ମ୍ଫରକୁ ଜବତ କରିବା ସହ ଏହି କାର୍ଯ୍ୟରେ…