Below header

HCL ପ୍ରକାଶ କଲା ନିଯୁକ୍ତି ବିଜ୍ଞପ୍ତି, ପଢନ୍ତୁ ଆବେଦନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

HCL (ହିନ୍ଦୁସ୍ତାନ କପର୍ ଲିମିଟେଡ୍) ଚାକିରି କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୧୭୭ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି HCL । ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ବିବରଣୀ ପଢନ୍ତୁ ।

ପଦ ନାମ

ପ୍ରଫେସନାଲ୍ ଏଗଜିକ୍ଯୁଟିଭ୍

ପଦ ସଂଖ୍ଯା 

ସବୁଦାୟ ପଦ ସଂଖ୍ଯା ୧୭୭

ଯୋଗ୍ଯତା

ଇଛୁକ ପ୍ରାର୍ଥୀ ଯେ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ୍, ପୋଷ୍ଟ ଗ୍ରାଜୁଏସନ୍, MBA , MCA  B.E. ଏବଂ  B.Techର ଡିଗ୍ରୀ ହାସଲ କରିଥିବା ଉଚିତ୍ ।

ଏହା ସହ ପଢନ୍ତୁ SBI ନେଲା ବଡ଼ ନିଷ୍ପତ୍ତି : ଏଣିକି ଆକାଉଂଟରେ କରିପାରିବେ ନାହିଁ ଟଙ୍କା ଡିପୋଜିଟ୍

ବୟସ ସୀମା 

HCL ର ନିୟମ ଅନୁଯାୟୀ ବୟସ ସୀମା ଠିକ୍ କରାଯିବ ।

ଆବେଦନର ଅନ୍ତିମ ତାରିଖ 

୬ ଅକ୍ଟୋବର ୨୦୧୮

ଚୟନ ପ୍ରକ୍ରିୟା 

ଇଣ୍ଟରଭ୍ଯୁ ଏବଂ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ ।

କେମିତି କରିବେ ଆବେଦନ 

ଇଛୁକ ପ୍ରାର୍ଥୀ HCLର ୱେବସାଇଟ୍ www.hindustancopper.com ରେ ଯାଇ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.