Below header

ଆଜି ରାଜ୍ୟରେ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୩୪୨ କରୋନା ଆକ୍ରାନ୍ତ ସୁସ୍ଥ। ଆଜିର ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୨୭,୬୧୫ରେ ପହଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୫୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିଭଳି କଟକ ଜିଲ୍ଲାରୁ ୩୬୬, ମୟୁରଭଞ୍ଜରୁ ୩୬୨, ଅନୁଗୁଳ ୨୮୮, ଯାଜପୁର ୧୫୫, କେନ୍ଦ୍ରାପଡା ୧୩୧, ବରଗଡ଼ ୧୦୪, ପୁରୀ ୧୦୩, ସମ୍ବଲପୁର ୯୩, କେନ୍ଦୁଝର ୮୯, ଭଦ୍ରକ ୮୪, ବଲାଙ୍ଗୀର ୮୨, ଜଗତସିଂହପୁର ୭୬, ସୁନ୍ଦରଗଡ଼ ୭୨, ବୌଦ୍ଧ ୬୪, ସୋନପୁର ୫୩, ଝାରସୁଗୁଡା ୫୨, ନୟାଗଡ଼ ୪୮, କଳାହାଣ୍ଡି ୪୭, କନ୍ଧମାଳ ୪୬, ଗଂଜାମ ୪୨, ନୂଆପଡା ୪୨, ଢେଙ୍କାନାଳ ୪୦, କୋରାପୁଟ ୩୯, ମାଲକାନଗିରି ୩୫, ବାଲେଶ୍ଵର ୩୪, ଦେଓଗଡ଼ ୨୨, ରାୟଗଡା ୧୪, ନବରଙ୍ଗପୁର ୧୩, ଗଜପତିରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୨୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.