Below header

ଭୂମିଙ୍କ ଟପ୍‌ଲେସ୍‌ ଫଟୋ ଇଣ୍ଟରନେଟରେ ଲଗାଇଲା ନିଆଁ

ଜଣାଶୁଣା ଫଟୋଗ୍ରାଫର ଡବୁ ରତନାନୀ ନିଜର ବାର୍ଷିକ କ୍ୟାଲେଣ୍ଡର ଲଞ୍ଚ କରିଛନ୍ତି। ୨୦୨୦ ବର୍ଷର ଏହି କ୍ୟାଲେଣ୍ଡରରେ ଭୂମି ପେଡେନକର, ଅନନ୍ୟା ପାଣ୍ଡେ, କିଆାରା ଆଡଭାନୀ, ସନ୍ନି ଲିଓନ, ଶର୍ଲିନ ଚୋପ୍ରା, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି। କିନ୍ତୁ ଏହି ଫଟୋରେ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛନ୍ତି ଭୂମି।

bhumi

ଭୂମି ନିଜର ଫଟୋଶୁଟ୍‌ର ଫଟୋକୁ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଯେଉଁ ଫଟୋରେ ଭୂମି ଟପ୍‌ଲେସ ହୋଇ ବାଥଟବ୍‌ରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଦର୍ଶକେ ପାଗଳ ପ୍ରାୟ ହୋଇଯାଇଛନ୍ତି। ନିକଟରେ ଭୂମି ପେଡେନକର ଫିଲ୍ମ ‘ସାଣ୍ଡ କି ଆଖଁ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଛନ୍ତି। ଭୂମିଙ୍କ ବ୍ୟତୀତ କିଆରା ଆଡଭାନୀ ଏବଂ ସନ୍ନି ଲିଓନ ମଧ୍ୟ ଟପଲେସ ଫଟୋଶୁଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.