Below header

ମାଡ଼ାମ ତୁଷାଦରେ ଚାଲିବ ସନ୍ନି ଲିଓନିଙ୍କ ଯାଦୁ, କିଏ ଅସଲି ଏବଂ ନକଲି ଜାଣିବା ହେବ ମୁସକିଲ୍

ସନ୍ନି ଲିଓନି ଏବେ ଦିଲ୍ଲୀରେ ରାଜ କରିବାକୁ ଆସିଗଲେଣି। ଦିଲ୍ଲୀର ମ୍ୟାଡମ ତୁସାଦ ସଂଗ୍ରାହଳୟରେ ମହମରେ ନିର୍ମିତ ଏକ ପ୍ରତିମୂର୍ତ୍ତି ଲଗାଯାଇଛି।

Sunny-Leoneଜଣାଇବାକୁ ଚାହିଁବୁ ଲଣ୍ଡନରୁ ଆସିଥିବା ବିଶେଷଜ୍ଞଙ୍କ ଟିମ ସନ୍ନି ଲିଓନିଙ୍କୁ ମୁମ୍ବାଇରେ ଦେଖା କରିଥିଲେ। ସେଠାରେ ତାଙ୍କର ୨୦୦ରୁ ଅଧିକ ମାପ ଏବଂ ଫଟୋ ନେଇଥିଲେ। ଯେଉଁଥିରୁ ଏକ ସତସତିକା ପ୍ରତିମୂର୍ତ୍ତି ବନା ଯାଇ ପାରିବ।

sunnyleoneମ୍ୟାଡମ ତୁସାଦରେ ନିଜର ପ୍ରତିମୂର୍ତ୍ତିକୁ ଲଗାଇବା ଦ୍ବାରା ସନ୍ନି ଲିଓନି ବହୁତ ଖୁସି ଅଛନ୍ତି। ସେ ସଂଗ୍ରହାଳୟରେ ଲଗା ଯାଇଥିବା ନିଜର ପ୍ରତିମୂର୍ତ୍ତି ସହିତ ବହୁତ ସାରା ପୋଜ୍ ମଧ୍ୟ ଦେଇଥିଲେ। ସନ୍ନି ଏକ ବ୍ଲାକ କଲରର ଡ୍ରେସ ପିନ୍ଧିଥିଲେ।

suunyମ୍ୟାଡମ ତୁସାଦ ସଂଗ୍ରହାଳୟରେ ଏକ ଖାସ କଥା ଏହା ହେଉଛିଯେ ପ୍ରତିମୂର୍ତ୍ତିକୁ ମଧ୍ୟ ବ୍ଲାକ କଲରର ପୋଷାକ ପିନ୍ଧା ଯାଇଥିଲା। ହଠାତ ଦୁଇ ଜଣଙ୍କୁ ଏକା ସହିତ ଦେଖିଲେ ଏହା ଜାଣିବାକୁ ଅସୁବିଧା ହେଲାଯେ ଅସଲି ସନ୍ନି ଲିଓନି କିଏ ଥିଲେ।

ଏହା ସହ ପଢ଼ନ୍ତୁ : କାହିଁକି ସ୍ବାମୀ ଡେନିୟଲଙ୍କୁ କରିବାକୁ ପଡିଲା ଆଡଲ୍ଟ ଫିଲ୍ମ ? ସନ୍ନି ଲିଓନି କଲେ ଖୁଲାସା

sunnyଆପଣଙ୍କୁ ଜଣାଇବୁଯେ, ଯେତେବେଳେ ଲଣ୍ଡନରୁ ଲୋକମାନେ ମାପ ନେବା ପାଇଁ ଭାରତ ଆସିଥିଲେ,ତେବେ ସନ୍ନି ବହୁତ ଖୁସିଥିଲେ ଏବଂ ସେ କହିଥିଲେଯେ ମୋ ମହମର ପ୍ରତିମୂର୍ତ୍ତିକୁ ନେଇ ମୁଁ ବହୁତ ଖୁସି ଏବଂ ରୋମାଞ୍ଚିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.