Below header

ଘରେ ବନାନ୍ତୁ ରେଷ୍ଟୁରାଷ୍ଟ ଭଳି ଇଟାଲିୟାନ ପାସ୍ତା

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ପାସ୍ତା (ସିଝା)
  • ୨ ଟେବୁଲ ଚାମଚ ତେଲ
  • ୩ରୁ୪ଟି କଟା ରସୁଣ (କଟା ହୋଇଥିବା)
  • ୧/୪ କପ୍‌ ପିଆଜ (କଟା ହୋଇଥିବା)
  • ଅଧା କପ୍‌ ସିମଲ ଲଙ୍କା (କଟା ହୋଇଥିବା)
  • ୨ କପ୍‌ ଟମାଟୋ ପ୍ୟୁରୀ
  • ଲୁଣ ସ୍ୱାଦାନୁସାରେ
  • ଅଳ୍ପ ଚିଜ୍‌ (କଦ୍ଦୁକସ୍‌ କରିଥିବା)

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କଡାରେ ତେଲ ଗରମ କରି ରସୁଣ ଏବଂ ପିଆଜ ଭାଜି ଦିଅନ୍ତୁ।
  • ସିମଲା ଲଙ୍କା ପକାଇ ଭାଜି ଦିଅନ୍ତୁ।
  • ଟମାଟୋ ପ୍ୟୁରୀ ପକାଇ ଭଲଭାବେ ମିକ୍ସ କରି ଭାଜନ୍ତୁ।
  • ୩-୪ ମିନିଟ୍‌ ପରେ ପାସ୍ତା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଗ୍ରେଭୀ ଗାଢ଼ା ହେବା ପରେ ଚିଜ୍‌ ମିଶାନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ପାସ୍ତା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.