ଦିଲ୍ଲୀ-ଏନସିଆରରେ ୪.୬ ତୀବ୍ରତାର ଭୂମିକମ୍ପ, ନେପାଳରେ ୬.୨
ଦିଲ୍ଲୀ-ଏନସିଆର ସମତେ ଉତ୍ତର ଭାରତର କେତେକ ଅଞ୍ଚଳରେ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ୪.୬ ରହିଛି । ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଛି ।
ଦିଲ୍ଲୀ-ଏନସିଆର ସମତେ ଉତ୍ତର ଭାରତର କେତେକ ଅଞ୍ଚଳରେ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ୪.୬ ରହିଛି । ଭୂମିକମ୍ପା ଅପରାହ୍ନ ୨.୫୩ ମିନିଟରେ ହୋଇଥିବା ଜରୁରୀ ।
ନ୍ୟାସନାଲ ସେଣ୍ଟର ଅଫ ସିସ୍ମୋଲୋଜି ମୁତାବକ, ଭୂମିକମ୍ପ ମଙ୍ଗଳବାର ୩ ଅକ୍ଟୋବର ୨୦୨୩ ଅପରାହ୍ନ ୨ଟା ୨୫ ମିନିଟରେ ହୋଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ରହିଛି । ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ୧୦ କିମି ଗଭୀରତା ବୋଲି ଜଣାପଡିଛି । ଉତ୍ତରାଖଣ୍ଡ ନେପାଳ ସୀମାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ଝଟକା ଅନୁଭୂତ ହୋଇଛି ।
Earthquake of Magnitude:6.2, Occurred on 03-10-2023, 14:51:04 IST, Lat: 29.39 & Long: 81.23, Depth: 5 Km ,Location:Nepal for more information Download the BhooKamp App https://t.co/rBpZF2ctJG @ndmaindia @KirenRijiju @Indiametdept @Dr_Mishra1966 @Ravi_MoES pic.twitter.com/tOduckF0B9
— National Center for Seismology (@NCS_Earthquake) October 3, 2023