Below header

ଥରିଲା ଆମେରିକା, ଆଲାସ୍କାର ତଟୀୟ ଅଞ୍ଚଳରେ ୭.୪ ତୀବ୍ରତାର ଭୂମିକମ୍ପ

ଆମେରିକା ଆଲାସ୍କାରେ ୭.୪ ତୀବ୍ରତାର ଭୂମିକମ୍ପ । ଭୟଙ୍କର ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି ।

ଆମେରିକା ଆଲାସ୍କାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.ରହିଛି ବୋଲି ସୂଚନା ମିଳିଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ତେବେ ଏଯାଏ ଭୂକମ୍ପକୁ ନେଇ ହୋଇଥିବା କ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।

ପେନିନସୁଲା ଅଞ୍ଚଳରେ ଭୂମିକମ୍ପ ଅନୁଭୂତ । ଭୂମିକମ୍ପର କେନ୍ଦ୍ରସ୍ଥଳ୯.୩ କିମି ତଳେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.