Browsing Tag

america

ହେବ ମହାଯୁଦ୍ଧ, ଆମେରିକାକୁ ଇରାନର ଚେତାବନୀ

ଇରାନ : ହେବ ମହାଯୁଦ୍ଧ । ଆମେରିକାକୁ ଇରାନର ଚେତାବନୀ । ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା । ଖାମେନେଇଙ୍କୁ ଆକ୍ରମଣ କଲେ ହେବ ମହାଯୁଦ୍ଧ ହେବ ବୋଲି ଆମେରିକାକୁ ଖୋଲା ଚେତାବନୀ ଦେଇଛି ଇରାନ । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇରାନର…

ଇରାନରୁ ଭାରତୀୟଙ୍କୁ ନେଇ ଆଜି ପହଞ୍ଚିବ ପ୍ରଥମ ବିମାନ, ଫେରୁଛନ୍ତି ୩୦୦ ଲୋକ

ନୂଆଦିଲ୍ଲୀ : ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଆଶଙ୍କା ଭିତରେ ଭାରତୀୟଙ୍କ ପାଇଁ ଆଲର୍ଟ । ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ କୌଣସି ପରିସ୍ଥିତିରେ ଭାରତକୁ ପଠାଯିବ ବୋଲି କୁହାଯାଇଛି । ଏହାରି ଭିତରେ ଇରାନରୁ ଭାରତୀୟକୁ ନେଇ ପ୍ରଥମ ବିମାନ ଦିଲ୍ଲୀରେ ଆଜି…

ସିରିୟା ISIS ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ନାଗରିକ ହତ୍ୟାର ନେଲା ପ୍ରତିଶୋଧ

ନୂଆଦିଲ୍ଲୀ : ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକା ଆଇଏସର ଅନେକ ଠିକଣା ଉପରେ ମିସାଇଲ ମାଡ଼ କରିଛି । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର ସିରିୟାରେ ୟୁଏସର ଏହି ଅପରେସନ କରିଛି । ୟୁଏସ ସେଣ୍ଟ୍ରାଲ୍ କମାଣ୍ଡ…

ଜବତ ରୁଷ ଜାହାଜରେ ୩ ଭାରତୀୟ, ଆମେରିକା ଜବତ କରିଛି ରୁଷ ତୈଳ ଟ୍ୟାଙ୍କର

ନୂଆଦିଲ୍ଲୀ: ଆମେରିକା ସିଜ କରିଥିବା ରୁଷ ତେଲ ଟ୍ୟାଙ୍କରରେ ଅଛନ୍ତି ୩ ଭାରତୀୟ ।  ଟ୍ୟାଙ୍କରରେ ୨୮ ଜଣ କ୍ରିଉ ମେମ୍ବର ଅଛନ୍ତି ।  ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଭାରତୀୟ ।  ୧୭ ଜଣ ୟୁକ୍ରେନ ଏବଂ ୬ ଜଣ ଜର୍ଜିଆ ନାଗରିକ ଅଛନ୍ତି ।  ଜାହାଜର କ୍ୟାପଟେନଙ୍କ ସମେତ ୨ ଜଣ ରୁଷ ନାଗରିକ ଅଛନ୍ତି…

ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା, ଆସନ୍ତା ସପ୍ତାହରେ ଗ୍ରୀନଲ୍ୟାଣ୍ଡର ନେତାଙ୍କୁ ଭେଟିବେ ରୁବିଓ

ନୂଆଦିଲ୍ଲୀ: ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା ।  ଭେନେଜୁଏଲା ପରେ ଏବେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନଜର ।  ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆଗାମୀ ସପ୍ତାହରେ ବୈଦେଶିକ ସଚିବ ରୁବିଓ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ନେତାମାନଙ୍କୁ ଭେଟିବେ ।  ବିଶ୍ୱର ସୁରକ୍ଷା…

ଯୁଦ୍ଧ ମୋଡରେ ଟ୍ରମ୍ପ୍ ! ବଢ଼ାଇଲେ ଆମେରିକାର ପ୍ରତିରକ୍ଷା ବଜେଟ୍, ଭାରତୀୟ ଅର୍ଥନୀତିର ୩୬% ସହ ସମାନ

ଆମେରିକା : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା । ଏବେ ଆମେରିକା ନିଜର ପ୍ରତିରକ୍ଷା ବଜେଟ୍ କୁ ଯଥେଷ୍ଟ ବୃଦ୍ଧି କରିବାକୁ ଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ୨୦୨୭ ବର୍ଷ ପାଇଁ ପ୍ରତିରକ୍ଷା ବଜେଟ୍ ୧ ଟ୍ରିଲିୟନ ଡଲାର ନୁହେଁ, ବରଂ ୧.୫ ଟ୍ରିଲିୟନ ଡଲାର ହେବ…

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବାସଭବନ ଉପରେ ଆକ୍ରମଣ, ଭାଙ୍ଗିଲା ଘରର ଝରକା

ଆମେରିକା : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଘଟଣାରେ ସୁରକ୍ଷାକର୍ମୀ ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ଆକ୍ରମଣ ଫଳରେ ଉପରାଷ୍ଟ୍ରପତିଙ୍କ ଘରର ଝରକା ସବୁ ଭାଙ୍ଗିଯାଇଥିବା ଭିଡିଓରେ ନଜର ଆସିଛି । ଆକ୍ରମଣ ପରେ ୟୁଏସ୍ ସିକ୍ରେଟ ସର୍ଭିସ ଏଜେଣ୍ଟ ଇଷ୍ଟ ୱାଲନଟ…

ଏୟାରଷ୍ଟ୍ରାଇକ ପରେ ଟ୍ରମ୍ପଙ୍କ ଦାବି, ଭେନେଜୁଏଲା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ

ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ…

ଇରାନର ‘ରେଡ୍ ଲାଇନ’ ଚେତାବନୀ, ଆମେରିକା ସେନାକୁ ଟାର୍ଗେଟ୍ କରିବାକୁ ଧମକ

ନୂଆଦିଲ୍ଲୀ: ଇରାନର 'ରେଡ୍ ଲାଇନ' ଚେତାବନୀ ।  ଆମେରିକା ସେନାକୁ ଟାର୍ଗେଟ୍ କରିବାକୁ ଇରାନର ଧମକ ।  ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିକ୍ରିୟା ଆହୁରି ତୀବ୍ର ହୋଇଛି ।  ଇରାନର ନେତାମାନେ ଆମେରିକାକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।  ଇରାନର…

ଆମେରିକା ଓ ୟୁକ୍ରେନରେ ବଡ଼ ସଫଳତା, ୟୁକ୍ରେନରେ ଶେଷ ହେବ କି ଯୁଦ୍ଧ?

ନୂଆଦିଲ୍ଲୀ: ୟୁକ୍ରେନରେ ଶେଷ ହେବ କି ଯୁଦ୍ଧ? ଶାନ୍ତି ଯୋଜନାରେ ୯୦% ସହମତି ।  ଶାନ୍ତି ସ୍ଥାପନ ପାଇଁ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାରେ ବଡ଼ ସଫଳତା ମିଳିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ।  ଶାନ୍ତି ପାଇଁ ପ୍ରସ୍ତୁତ ହୋଇଥିବା ୨୦ଟି…

ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ, ଭୀଷଣ ତୁଷରପାତ ଯୋଗୁ ବିମାନ ବାତିଲ

ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ ।  ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ ।  ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି ।  ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ…

ଘନେଇଲା ଯୁଦ୍ଧ ବାଦଲ, କଟକଣାକୁ ଆହୁରି କଡ଼ାକଡ଼ି କଲେ ଆମେରିକା ସରକାର

ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା ।…