Below header

ଡମି ସହିତ ଖେଳୁଥିଲା ଏହି ଛୋଟ ଶିଶୁ, ହଠାତ୍‌ କିଛି ଏମିତି ହେଲା ଯେ ଚମକି ପଡିଲା ଶିଶୁ, ଦେଖନ୍ତୁ ଭିଡିଓ

ଆଜି ଆମେ ଆପଣଙ୍କୁ ଟିକଟକର ଟ୍ରେଣ୍ଡିଂ ଭିଡିଓ ବିଷୟରେ ଜଣାଇବୁ। ଯାହା ଆପଣଙ୍କୁୁ ନିଶ୍ଚୟ ମନୋରଞ୍ଚନ କରାଇବ। ଏହି ମଜାଦାର ଭିଡିଓରେ ଆପଣ ପ୍ରଥମେ ଦେଖିବେ ଯେ ଏକ ଛୋଟ ଶିଶୁଟି ଏକ ଡମିକୁ ମଣିଷ ଭାବି ତା ସହିତ ଖେଳୁଛି। ତା ଗାଲରେ ହାତ ମାରୁଛି। କିନ୍ତୁ ଯେତେବେଳେ ସେ ଚେହେରାକୁ ହାତ ମାରୁଛି ସେତେବେଳେ ଡମିର ମୁଣ୍ଡ ବାହାରି ତଳେ ପଡିଯାଉଛି। ତାପରେ ପିଲାଟି ବହୁତ ଡରି ଯାଉଛି ଏବଂ କାନ୍ଦିବାକୁ ଲାଗୁଛି। ଏହି ଭିଡିଓରେ ଆପଣ ପିଲାଟିର କ୍ୟୁଟ୍‌ ହସ ଦେଖି ବହୁତ ଖୁସିହେବେ। ଦେଖନ୍ତୁ ଭିଡିଓ

ଏହି ଭିଡିଓରେ ଆପଣ ଏକାସାଥିରେ ଏତେ ଅସଲି ମୋତି ଦେଖିବେ ଯେ ଯାହାକୁ ପୂର୍ବରୁ ଆପଣ କେବେବି ଦେଖିନଥିବେ। ଦେଖନ୍ତୁ ଭିଡିଓ :

ଏହି ଭିଡିଓରେ ଦେଖିପାରିବେ ଯେ କେମିତି ଜଣେ ମହିଳା ବଡ ଚତୁରତାର ସହିତ ଛୁଆକୁ ଖାଦ୍ୟ ଖୁଆଉଛନ୍ତି। ଦେଖନ୍ତୁ ଭିଡିଓ

ଏଥିରେ ଆପଣ ପିଜୁଳି ତୋଳିବାର ଅନୋଖା ଉପାୟ ଦେଖି ଆଶ୍ଚଯ୍ୟର୍ ହୋଇଯିବେ। ଦେଖନ୍ତୁ କେମିତି ଜଣେ ଯୁବକ ପିଜୁଳି ତୋଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.