Below header

ମାଛକୁ ତାଜା ରଖିବା ଲାଗି ଚାଲିଥିଲା ଧପ୍ପାବାଜି

କୁଏତର ଜଣେ ମାଛ ବ୍ୟବସାୟୀ ମାଛକୁ ତାଜା ରଖିବା ଲାଗି ମାଛ ଆଖିରେ ନକଲି ଆଖି ଯୋଡ଼ି ଦେଉଥିଲେ । ଏବେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ୍ ବ୍ୟବସାୟୀକୁ ଗିରଫ କରିଛି । କିଭଳି ମାଛର ନକଲି ଆଖି ବା କଣ୍ଟାକଟ ଲେନ୍ସ ଲଗାଇଥିଲେ । ଯାହା ଖସି ପଡ଼ିବା ପରେ ଠକେଇ ଧରାପଡ଼ିଲା । ଏହାର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି ସୋସିଆଲ ମିଡିଆରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.