Below header

ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ କେରଳ ଗସ୍ତ, ପ୍ରସିଦ୍ଧ ଗୁରବାୟୂର କୃଷ୍ଣ ମନ୍ଦିରରେ କରିଛନ୍ତି ପୂଜାର୍ଚ୍ଚନା

କେରଳ(କେନ୍ୟୁଜ୍): କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ କେରଳ ଗସ୍ତ । କେରଳର ପ୍ରସିଦ୍ଧ ଗୁରବାୟୂର କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୋଦି ।

modi ji ଏହା ହେଉଛି କେରଳର ବହୁ ପୁରୁଣା ମନ୍ଦିର । ମନ୍ଦିରର ଗର୍ଭଗୃହରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରହିଛି । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି । ଏହା ପରେ ମୋଦି ଦିଲ୍ଲୀ ଫେରିଯିବେ । ଦିଲ୍ଲୀରୁ ମୋଦି ଆଜି ମାଲଦୀପ ଓ ଶ୍ରୀଲଙ୍କା ଗସ୍ତରେ    ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.