Below header

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଡ୍ରୋନ ଆକ୍ରମଣ, ୨୨ଟି ଡ୍ରୋନକୁ ମାରି ଖସାଇ ଦେଇଛି ୟୁକ୍ରେନ

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଡ୍ରୋନ ଆକ୍ରମଣ। ଓଡ଼େଶା ଉପରେ ଇରାନ ନିର୍ମିତ ସାହେଦ ଡ୍ରୋନରେ ଘନଘନ ଆକ୍ରମଣ। ଗତ ରାତିରେ ଓଡେଶା ଉପରେ ୨୫ରୁ ଅଧିକ ସାହେଦ ଡ୍ରୋନରେ ହୋଇଛି ଆକ୍ରମଣ। ଏଥିରୁ ପ୍ରାୟ ୨୨ଟି ଡ୍ରୋନକୁ ମାରି ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ ବାୟୁସେନା।

ଡ୍ରୋନ ଆକ୍ରମଣରେ ଡୋନେସ୍କରେ ୨ଜଣ ପ୍ରାଣ ହରାଉଥିବା ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି। ଓଡେଶା ଅଞ୍ଚଳର ଧନୁବେ ରିଭର ପୋର୍ଟର ଭିତ୍ତିଭୂମିକୁ ଟାର୍ଗେଟ କରିଛି ରୁଷ। ପ୍ରାୟ ସାଢେ ୩ ଘଣ୍ଟା ଧରି ଘନ ଘନ ଡ୍ରୋନ ଆକ୍ରମଣ କରିଛି ରୁଷ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.