Below header

ଉତ୍ତର ପ୍ରଦେଶରେ ମହଙ୍ଗା ପଡିବ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡ, ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବା ପାଇଁ ପ୍ରତିବାଦକାରୀଙ୍କୁ ୭ ଦିନର ମହଲତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସିଏଏ ପ୍ରତିବାଦକାରୀଙ୍କୁ ମହଙ୍ଗା ପଡିବ ହିଂସାକାଣ୍ଡ। ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବେ ପୋଡାଜଳା ଭଙ୍ଗାରୁଜା କରିଥିବା ପ୍ରତିବାଦକାରୀ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରତିବାଦକାରୀଙ୍କୁ ୭ ଦିନର ମହଲତ ଦିଆଯାଇଛି। ୭ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେଇ ନପାରିଲେ, ସେମାନେ ନଷ୍ଟ କରିଥିବା ସଂପତ୍ତିର ମୂଲ୍ୟ ଭାରଣା କରିବେ। ପ୍ରାୟ ୧୫୦ ଜଣ ଆନ୍ଦୋଳନକାରୀଙ୍କୁ ନୋଟିସ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.