Below header

ଅଜବ ଜନ୍ତୁ, ମଣିଷ ଭଳି ଦେଖା ଯାଉଥିବା ଏହି ମାଛର ଭିଡିଓ ପ୍ରବଳ ଭାଇରାଲ ହେଉଛି

ଏ ଫଟୋଟିକୁ ଟିକେ ଭଲ କରି ଦେଖନ୍ତୁ । ଅଜବ ଲାଗୁଛି ନା ? ମାଛଟିଏ, ହେଲେ ଏହାର ମୁହଁ ଅବିକଳ ମଣିଷ ପରି । ଆଖି, ନାକ ଓ ପାଟି ସବୁ ମଣିଷ ଭଳି । ମାଛଟି ଏକ ପୋଖରୀରେ ଖେଳୁଥିବା ବେଳେ କେହି ଜଣେ ବ୍ୟକ୍ତି ତାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛନ୍ତି ।
ଚୀନ୍‌ର ମିଆଓ ଗାଁରେ ଜଣେ ମହିଳା ଏହି ମାଛଟିକୁ ଦେଖି ତାର ଭିଡିଓ ବନାଇଥିଲେ । ମାଛଟିର ଭିଡିଓ ଦେଖି ସାରିଲେଣି ଲକ୍ଷ ଲକ୍ଷ ଲୋକ । ଆପଣ ବି ମଜା ନିଅନ୍ତୁ ଏହି ଭିଡିଓର । ..


 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.