Below header

୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୫୫ ହଜାର ଟଙ୍କା

ମିନେରାଲ ଏକ୍ସପ୍ଲୋରେସନ ଆଣ୍ଡ କନସଲଟେନ୍ସି ଲିମିଟେଡ୍‌ରେ ଚାକିରି ସୁଯୋଗ । ୧୦ମ୍‌ ପାସ୍‌ କରି ଆଇଟିଆଇ କରିଥିଲେ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୩ ସେପ୍ଟେମ୍ବର ରହିଛି ।

ମିନେରାଲ ଏକ୍ସପ୍ଲୋରେସନ ଆଣ୍ଡ କନସଲଟେନ୍ସି ଲିମିଟେଡ୍‌ (MECL) ରେ ନୋଟିଫିକେସନ ଜାରି ହୋଇଛି । ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ mecl.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ସେପ୍ଟେମ୍ବର ରହିଛି ।

ପଦବୀ ବିବରଣୀ : ୫୩

ହିନ୍ଦୀ ଟ୍ରାନ୍ସଲେଟର
ଟେକ୍ନିସିଆନ

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୩ ସେପ୍ଟେମ୍ବର ପୂର୍ବରୁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ପଦାନୁସାରେ ମାଟ୍ରିକ/ଆଇଟିଆଇ/ଗ୍ରାଜୁଏସନ/ପୋଷ୍ଟ ଗ୍ରାଜୁଏସନ/ଡିପ୍ଲୋମା କରିଥିବା ଜରୁରୀ।

ବୟସ ସୀମା : ଆବେଦନ କରିବାର ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଆଧାରରେ ସର୍ଟଲିଷ୍ଟ କରାଯିବ । ପ୍ରାର୍ଥୀ ଲିଖିତ ପରୀକ୍ଷା/ସ୍କିଲ ଟେଷ୍ଟ/ଟ୍ରେଡ ଟେଷ୍ଟ/ଦସ୍ତାବିଜ ଭେରିଫିକେସନ ପରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୦,୨୦୦ ଟଙ୍କାରୁ ୫୫,୯୦୦ ଟଙ୍କା ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.