Below header

RCIL ରେ ଡେପୁଟି ମ୍ୟାନେଜର ସହିତ ଅନେକ ପଦବୀ ଖାଲି, ଦରମା ମାସକୁ ୧ ଲକ୍ଷରୁ ଅଧିକ

ରେଲଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଡେପୁଟି ମ୍ୟାନେଜର ସହିତ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୧ ରହିଛି । ଏଥିପାଇଁ ଅଫିସିଆଲ ସାଇଟ୍‌ railtel.in କୁ ଯାଇ ଆବେଦନ କରିପାରିବେ ।

ରେଲଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଡେପୁଟି ମ୍ୟାନେଜର ସହିତ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ ସାଇଟ୍‌ railtel.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୧ ରହିଛି ।

ପଦବୀ ବିବରଣୀ : ୮୧

ଟେକ୍ନିକାଲ ଆସିଷ୍ଟାଣ୍ଟ:
ଡେପୁଟି ମ୍ୟାନେଜର(ଟେକ୍ନିକାଲ)
ଡେପୁଟି ମ୍ୟାନେଜର (ମାର୍କେଟିଂ)
ଆସିଷ୍ଟାଣ୍ଟ ମ୍ୟାନେଜର (ଫାଇନାନ୍ସ)
ଆସିଷ୍ଟାଣ୍ଟ ମ୍ୟାନେଜର (ଏଚଆର)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୧ ତାରିଖ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ଟ୍ରେଡରେ ଡିପ୍ଲୋମା କରିଥିବା ଜରୁରୀ ।

ଦରମା : ପ୍ରାର୍ଥୀଙ୍କୁ ମାସକୁ ଦରମା ୩୦ହଜାରରୁ ୧ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ପ୍ରାର୍ଥିଙ୍କୁ ୧୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କୁ ୬୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଏହାପରେ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ । ଏବେ ଦରକାର ଦସ୍ତାବିଜ ଭରନ୍ତୁ । ଏହାପରେ ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.