Below header

ଜୀବନର ଶିକ୍ଷା: ଯେତେବେଳେ ବି ଭୟ ଆପଣଙ୍କ ପାଖକୁ ଆସୁଛି, ତାହାକୁ ଆକ୍ରମଣ କରି ନଷ୍ଟ କରି ଦିଅନ୍ତୁ

ଦୁନିଆର କେତେଜଣ ମହାନ ବ୍ୟକ୍ତି ନିଜ ନିଜ କ୍ଷେତ୍ରରେ ଉଚ୍ଚ ସ୍ତରରେ ପହଞ୍ଚି ପାରିଛନ୍ତି। ସେମାନେ ନିଜ ଅନୁଭବ ଆଧାରରେ ଦୁନିଆକୁ ସକରାତ୍ମକ ଜ୍ଞାନ ଦେଇଛନ୍ତି। ମହାପୁରୁଷମାନଙ୍କ ପ୍ରତ୍ୟେକ ଶିକ୍ଷଣୀୟ କଥା ଆମ ଭିତରେ ଜ୍ଞାନ, ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଥାଏ ଏବଂ ସେମାନଙ୍କ ଅମୂଲ୍ୟ ବିଚାର ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇଥାଏ। ଆସନ୍ତୁ ଜାଣିବା, ଜୀବନକୁ ନେଇ କ’ଣ କହିଛନ୍ତି ଏହି ମହାପୁରୁଷମାନେ।

budhha budha

-ଭଗବାନ ଗୌତମ ବୁଦ୍ଧ: ‘ତିନୋଟି ଜିନିଷ ଅଧିକ ସମୟ ଯାଏ ଲୁଚି ରହି ନ ଥାଏ। ତାହା ହେଲା, ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ।’
-ମହାତ୍ମା ଗାନ୍ଧୀ: ‘ବ୍ୟକ୍ତି ନିଜ ବିଚାରରେ ଗଢ଼ା ହୋଇଥିବା ପ୍ରାଣୀ, ସେ ଯାହା ଭାବିଥାଏ, ତାହା ବନି ଯାଇଥାଏ।‘
-ଆବ୍ରାହମ୍ ଲିଙ୍କନ୍: ‘ସାଧାରଣ ଦେଖାଯାଉଥିବା ଲୋକ ହିଁ ଦୁନିଆର ସବୁଠାରୁ ଭଲ ମଣିଷ, ଭଗବାନ ଏମିତି ବହୁତ ଲୋକଙ୍କୁ ଗଢ଼ିଥାଆନ୍ତି।’

ଏହାସହ ପଢ଼ନ୍ତୁ: ରକ୍ଷା ବନ୍ଧନ: ଏଥର ‘ରାଖି’ରେ ଭଉଣୀକୁ ଏହି ଖାସ୍ ଉପହାର ଦେଇ କରନ୍ତୁ ସରପ୍ରାଇଜ୍

 

chanakya chanakya

-ଡିୟାନା ରୋବିନସନ: ‘ପ୍ରାର୍ଥନା ସେତେବେଳେ କରାଯାଏ, ଯେତେବେଳେ ଆପଣ ପରତ୍ମାମା ସହ କଥା ହୋଇଥାଆନ୍ତି। ଧ୍ୟାନ ସେତେବେଳେ କରାଯାଏ, ଯେତେବେଳେ ଆପଣ ଈଶ୍ବରଙ୍କୁ ଶୁଣିଥାଆନ୍ତି।’
-ଚାଣକ୍ୟ: ‘ଯେବେ ବି ଭୟ ଆପଣଙ୍କ ପାଖକୁ ଆସିବ, ତାହା ଉପରେ ଆକ୍ରମଣ କରି ତାହାକୁ ନଷ୍ଟ କରି ଦିଅନ୍ତୁ।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.