Below header

କେନ୍ଦୁଝର: ହାତୀ ଘଉଡ଼ାଇବା ହେଲା କାଳ, ରାଗରେ ଆସି ଦଳିଦେଲା ଦନ୍ତା

ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଦଳିଦେଲା ଦନ୍ତା । ମୃତକ ହେଲେ କେନ୍ଦୁଝର ଜିଲ୍ଲା ଭୁଆଁ ଜୁଆଙ୍ଗ ପିଢ ବନାଞ୍ଚଳ ଅନ୍ତର୍ଗତ ସଙ୍କରୀ ଗାଁର ବିନୋଦ ଦେହୁରୀ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଥିଲା । ଗତ ୧୦ ଦିନ ମଧ୍ୟରେ ହାତୀ ଆକ୍ରମଣରେ କେନ୍ଦୁଝର ବନଖଣ୍ଡରେ ୪ ଜଣଙ୍କ ଜୀବନ ଗଲାଣି । ଚମ୍ପୁଆ ରେଞ୍ଜରେ ମଧ୍ୟ ହାତୀପଲଙ୍କ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.