Browsing Tag

keonjhar

ଓଲଟିଲା ପିଆଜ ବୋଝେଇ ଟ୍ରକ, ଯିଏ ପାରିଲେ ବୋହିନେଲେ

କେନ୍ଦୁଝର: ଓଲଟିଲା ପିଆଜ ବୋଝେଇ ଟ୍ରକ । ଯିଏ ପାରିଲେ ବୋହିନେଲେ । କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିଆଜ ବୋଝେଇ ଟ୍ରକଟି ନାସିକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିଥିଲା। ପରେ…

କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା, ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ବାଂଶପାଳ: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ଖୋଦ ନାବାଳିକାଙ୍କ ସଂପର୍କୀୟ ବୋଲି ଜଣାପଡିଛି । ଗ୍ରାମବାସ ମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି…

ଭୁଶୁଡ଼ିଲା କାନ୍ଥ, ୧ ମୃତ ଓ ଜଣେ ଗୁରୁତର

କେନ୍ଦୁଝର: ଭୁଶୁଡ଼ିଲା କାନ୍ଥ । ଜଣେ ମୃତ, ଜଣେ ଗୁରୁତର । କେନ୍ଦୁଝର ଟାଉନ ଥାନା ସରାସ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ବାବର୍ ଶେଖ୍ । ଗୁରୁତର ମିଟୁ ଶେଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରର ଉପର ମହଲାରେ କାମ ଚାଲିଥିବାବେଳେ ଦୁଇଜଣଙ୍କ ଉପରେ କାନ୍ଥ ଭୁଶୁଡ଼ି…

ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: କେନ୍ଦୁଝରରେ ପହଞ୍ଚିଲା ୫ ଓଡ଼ିଆ ଶ୍ରମିକଙ୍କ ମୃତଦେହ

କେନ୍ଦୁଝର : ଶୋକରେ ବୁଡିଲା ପୁରା ଗାଁ । କେନ୍ଦୁଝରରେ ପହଞ୍ଚିଲା ୫ ମୃତଦେହ। ମହିଳା ଶ୍ରମିକଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି । ଜନ୍ମମାଟିରେ ଆଜି ହେବ ଅନ୍ତିମ ସଂସ୍କାର । ତାମିଲନାଡୁରେ ଆମୋନିଆ ଗ୍ୟାସ ଲିକରେ ୭ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।…

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ: କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ । ଶୁଆକାଟୀ ପାଟେଶ୍ଵର କଲେଜ ନିକଟରେ ମଧ୍ୟ ଦୀର୍ଘ ସମୟ ଧରି ଦନ୍ତା ଚଳପ୍ରଚଳ କରିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ । କେନ୍ଦୁଝରରୁ ବାଂଶପାଳ ବ୍ଲକ ମୁଖ୍ୟରାସ୍ତା…

କେନ୍ଦୁଝରରେ ଏନ୍ କାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମେଡିକାଲରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝରରେ ଏନ୍ କାଉଣ୍ଟର। କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସର ଏନକାଉଣ୍ଟର। ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କଲାବେଳେ ଖାଇଲା ଗୁଳି।…

କାଳବୈଶାଖୀର ତାଣ୍ଡବ, ବଜ୍ରଘାତରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

କେନ୍ଦୁଝର: ବଜ୍ରଘାତରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଏଭଳି ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ । ପ୍ରବଳ ବର୍ଷା ସହ ବଜ୍ରଘାତ ହୋଇଥିଲା । ଏହି ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରଘାତ ହେବାରୁ ଘଟିଥିଲା ଅଘଟଣ । ମୃତ ସ୍ୱାମୀ…

ହାତୀ ଦେଖିବା ପଡିଲା ମହଙ୍ଗା, ଆକ୍ରମଣରେ ଯୁବକ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲାରେ ବଡ଼ ଅଘଟଣ । ହାତୀ ଦେଖିବାକୁ ଯାଇ ହଟହଟ୍ଟା ଯୁବକ । ହାତୀ ଆକ୍ରମଣରେ ଯୁବକ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଝାଲିଆବେଡ଼ା ଜଙ୍ଗଲରେ ଅଘଟଣ ଦେଖାଦେଇଛି । ଆହାତ ଯୁବକ ହେଲେ ଜ୍ୟୋତିପୁର ଗ୍ରାମର ଶୁଭମ୍ କର । ଝାଲିଆବେଡ଼ା ଜଙ୍ଗଲ…

ସୀମା ବିବାଦକୁ ନେଇ ଦୁଇ ଗାଁରେ ଉତ୍ତେଜନା, ପୋଲିସ ପହଞ୍ଚି ପରିସ୍ଥିତିକୁ କରିଥିଲେ ନିୟନ୍ତ୍ରଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଳାରୁ ଆସିଛି ବଡ଼ ଖବର । ସୀମା ବିବାଦକୁ ନେଇ ଦେଖାଦେଇଛି ଉତ୍ତେଜନା । ସୀମା ବିବାଦକୁ ନେଇ କେନ୍ଦୁଝର ଜିଲ୍ଳା ଶଙ୍ଖଣା ଓ ତେନ୍ତୁଳିନଣ୍ଡା ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁ ରେ ପୋଲିସ ମୁତୟନ ସତ୍ତ୍ୱେ ଗାଳି ଗୁଲଜ ଲାଗି ରହିଛି । ଗାଁ ରେ ପୋଲିସ ମୁତୟନ…

କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ, ଏକାକାଳୀନ ୧୨ ଥାନା ଅଞ୍ଚଳରେ ଚଢ଼ଉ

କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ। ଆନନ୍ଦପୁର, ଘସିପୁରା, ନନ୍ଦୀପଦା ଏବଂ ଘଟଗାଁ…

ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ପଞ୍ଚାୟତରେ ଭତ୍ତା ବାଣ୍ଟିବାକୁ ବାଇକରେ ଯାଉଥିଲେ PEO ଓ ADEO

କେନ୍ଦୁଝର: ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ବାଉରିପଦା ପଞ୍ଚାୟତରେ ଆଜି ଦେବାକୁ ଥିଲା ଭତ୍ତା । ସକାଳ ୯ ଟା ୪୫ ମିନିଟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକ ରେ ଯାଉଥିଲେ । ତାଙ୍କୁ ନାଲି ରଙ୍ଗର…

ଗାଁ ଲୋକଙ୍କ ସହିତ ଭୋଜିଭାତ ଆସରରେ ସରିଥିଲା ଜିତୁମୁଣ୍ଡା ଭଉଣୀଙ୍କ ଶୁଦ୍ଧିକ୍ରିୟା 

କେନ୍ଦୁଝର: ଶୁଦ୍ଧି ହେଲେ କେନ୍ଦୁଝରର ଜିତୁ ମୁଣ୍ଡା । କାନ୍ଧରେ ଭଉଣୀ କଙ୍କାଳ ଧରି ବ୍ୟାଙ୍କକୁ ଆସି ଚର୍ଚ୍ଚାକୁ ଆସିଥିଲେ ପାଟଣା ବ୍ଲକ ଡ଼ିଆନାଳି ଗାଁର ଜିତୁ ମୁଣ୍ଡା । ଯେତିକି ଚର୍ଚ୍ଚାର ପରିସରକୁ ଆସିଥିଲେ, ସେତିକି ନିଜର ଜ୍ଞାତି କୁଟୁମ୍ବ ଏବଂ ସମାଜରେ ନିନ୍ଦିତ ମଧ୍ୟ ହୋଇଥିଲେ ।…