ଓଏମସି ଠାରୁ ଗୁହାଳଡ଼ିହି ଟ୍ରେନ ଲାଇନ ପ୍ରକଳ୍ପକୁ ଟ୍ରକ ମାଲିକଙ୍କ ବିରୋଧ, ଘେରିଲେ ଜିଲ୍ଲାପାଳ ଅଫିସ 

କେନ୍ଦୁଝର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ  ବଜେଟରେ ୨୦ କୋଟି ଟଙ୍କା  ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଛି । 

କେନ୍ଦୁଝର : କେନ୍ଦୁଝର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ  ବଜେଟରେ ୨୦ କୋଟି ଟଙ୍କା  ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଛି ।  ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟ ଭୂଷୁଡି ପଡ଼ିବାକୁ ଯାଉଅଛି ।

ତାହାକୁ ଦୃଢତା’ର ସହ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ।  ଟ୍ରକ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରେ ବୋଲି କହିଛନ୍ତି ଟ୍ରକ ମାଲିକ | ଯଦି ସରକାର ମାଲିକଙ୍କ କଥା ନ ଶୁଣନ୍ତି ତେବେ ଆଗାମୀ ଦିନରେ ଟ୍ରକ ମାଲିକମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.