ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବାପାକୁ ୨୦ ବର୍ଷ ଓ ପୁଅକୁ ୨୫ ବର୍ଷ ଜେଲ

କେନ୍ଦୁଝରରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବାପା-ପୁଅକୁ ଯଥାକ୍ରମେ ୨୦ ଓ ୨୫ ବର୍ଷ ଜେଲ। 

କେନ୍ଦୁଝର : କେନ୍ଦୁଝରରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବାପା-ପୁଅକୁ ଯଥାକ୍ରମେ ୨୦ ଓ ୨୫ ବର୍ଷ ଜେଲ।  ବାପାକୁ ୨୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଓ ପୁଅକୁ ୨୫ ବର୍ଷ ସଶ୍ରମ  କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଲେ ସ୍ଵତନ୍ତ୍ର ପୋସ୍କୋ  କୋର୍ଟ । ଏହା ସହ ପିଡିତାକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଲେ କୋର୍ଟ । ୨୦୨୨ ମସିହାରେ ସଦର ଥାନା ଅଞ୍ଚଳର ଘଟଣା । ୧୮ ଜଣ ସକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।

 

You might also like