Below header

ବର୍ଷା ପାଇଁ ଅଟକିଲା ମ୍ୟାଚ୍ : ଶ୍ରୀଲଙ୍କା ସ୍କୋର ୮ ୱିକେଟରେ ୧୮୨ ରନ୍

ଆଇସିସି ବିଶ୍ବ କପ ୨୦୧୯ରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚ୍ ବର୍ଷା କାରଣରୁ ଅଟକି ଯାଇଛି। ଅଫଗାନିସ୍ତାନ ଟସ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାର ନିର୍ଣ୍ଣୟ ନେଇଥିଲା। ପ୍ରଥମ ବ୍ୟାଟିଂ କରିବାକୁ ଯାଇ ଶ୍ରୀଲଙ୍କା ଖୁବ ଖରାପ ପ୍ରଦର୍ଶନ କରିଛି। ବର୍ତ୍ତମାନ ପର‌୍ୟ୍ୟନ୍ତ ୩୩ ଓଭରରେ ୮ଟି ୱିକେଟ ହରାଇ ହାସଲ କରିପାରିଛି ୧୮୨ ରନ୍।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଓପନିଙ୍ଗ ମ୍ୟାଚରେ ଉଦ୍ଭୟ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଣୁ ଏହି ମ୍ୟାଚ ଜିତିବା ପାଇଁ ଉଦ୍ଭୟ ଦଳ ଖୁବ ଚେଷ୍ଟା ଚଲାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.