Below header

ଓଡିଶା ଛତିଶଗଡ ସୀମାନ୍ତରୁ ୧୦ କୋଟି ଟଙ୍କା ଜବତ

ଓଡିଶା ଛତିଶଗଡ ସୀମାନ୍ତ ମହାସମୁଦ୍ରରୁ ୧୦ କୋଟି ଟଙ୍କା ଜବତ । ଏକ ଟୟୋଟାରେ କଟକରୁ ଆଗ୍ରା ଯାଉଥିବା ସମୟରେ ଟଙ୍କାକୁ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଘଟଣାରେ ୪ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.