Below header

କଳାହାଣ୍ଡି ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ

କଳାହାଣ୍ଡି ସଦର ବ୍ଲକ କୁଟୃଖମାର ପଂଚାୟତରେ ଘାଇ । ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ଚାଷଜମିରେ କେନାଲ ପାଣି ପଶି ମାଟି ଓ ବାଲି ପୋତି ହେବା ଆଶଙ୍କା ରହିଛି ।

କଳାହାଣ୍ଡି(କେନ୍ୟୁଜ): କଳାହାଣ୍ଡି ସଦର ବ୍ଲକ କୁଟୃଖମାର ପଂଚାୟତରେ ଘାଇ । ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଚାଷଜମିରେ କେନାଲ ପାଣି ପଶି ମାଟି ଓ ବାଲି ପୋତି ହେବା ଆଶଙ୍କା ରହିଛି ।

ତେଣୁ ବ୍ୟାପକ ଧାନ ଓ କପା ଚାଷ ନଷ୍ଟ ହେବା ଆଶଙ୍କ କରିଛନ୍ତି ଚାଷୀ । ନିମ୍ନମାନର କାମ ଯୋଗୁ ସବୁବେଳେ କେନାଲରେ ଘାଇ ହୋଇ ଫସଲ ନଷ୍ଟ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଭାଗୀୟ ଅଧିକାରୀ। କେନାଲର ମରାମତି ଚାଲିଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ଚାଷଂକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.