Below header

ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ

ନୟାଗଡ଼(କେନ୍ୟୁଜ) : ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ନୟାଗଡ଼ ଓଡ଼ଗାଁ ରାଇସ ମିଲ୍‌ରେ ଅଘଟଣ । ଧାନ ବସ୍ତା ଉପରେ ଲୁହା ବିମ୍‌ ଖସିପଡିଥିଲା । ରାଇସ୍‌ ମିଲ୍‌ ଭିତରେ ଷ୍ଟକ ଦେଖୁଥିବାବେଳେ ଧାନ ବସ୍ତା ୨ ଶ୍ରମିକଙ୍କ ଉପରେ ଖସି ପଡିଥିଲା । ଧାନ ବସ୍ତା ତଳେ ସେମାନେ ଚାପି ହୋଇଯାଇଥିଲା । ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.