Below header

ରାୟଗଡା: ଘରୋଇ ସଂସ୍ଥା କର୍ମଚାରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା

ରାୟଗଡା (କେ ନ୍ୟୁଜ ): ୨୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃତ୍ତ । ରାୟଗଡା ଉପକଣ୍ଠ ଏଫସିଆଇ ଛକ ନିକଟସ୍ଥ ଏକ ଘରୋଇ ସଂସ୍ଥା ସିଏମଏମ ଇନ୍ଫୋ ଟେକ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁବୃତ୍ତ । ସଂସ୍ଥାର କିଛି କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରିବା ସହ ଖୋଜାଖୋଜି ଆରମ୍ଭ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.