ଗଣେଶ ପୂଜା,ନୂଆଖାଇରେ ସଟଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ଗଣେଶ ପୂଜା,ନୂଆଖାଇ ଅବସରରେ ସଟଡାଉନ୍ ହେବନି ସମ୍ବଲପୁର ଜିଲ୍ଲା ‌। ସେହିପରି ଅଗଷ୍ଟ ୧୫ରେ ମଧ୍ୟ ସମ୍ବଲପୁରରେ ସଟଡାଉନ୍‌ ହେବନି । ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ଜିଲ୍ଲାରେ ଅଗଷ୍ଟ ୧୬, ୨୪ ଓ ୨୫ ତାରିଖରେ କଟକଣା ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.