ବାଣପୁରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ, ୧୦ ଦିନରେ ୮ ଜାଗାରେ ଲୁଟ
ବଢି ଚାଲିଛି ଲୁଟେରାଙ୍କ ଦୌରାତ୍ମ । କିଛି ମାସ ହେବ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଲୁଟ କରୁଛନ୍ତି । ବାରମ୍ବାର ଲୁଟ ଘଟଣାମାନ ଘଟାଇ ଚାଲିଛନ୍ତି ଲୁଟେରା ଗ୍ୟାଙ୍ଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଯାଇଛି ଯେ ଲୋକେ ଘରୁ ବାହାରକୁ ଯାଉ…