Below header

ତାଲା ପଡ଼ିଥିବା ଘରକୁ ପୁଣି ଲୁଟେରାଙ୍କ ଟାର୍ଗେଟ୍, ଝରକା ତାଡ଼ି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ରାଜଧାନୀରେ ପୁଣି ମାତିଲେ ଲୁଟେରା । ତାଲା ପଡ଼ିଥିବା ଘରକୁ ପୁଣି ଲୁଟେରାଙ୍କ ଟାର୍ଗେଟ୍ । କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଥିବା ଘରୁ ଲୁଟ୍ ହୋଇଛି । ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୂପା ଗହଣା ଲୁଟିନେଇଛନ୍ତି ଲୁଟେରା ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ପୁଣି ମାତିଲେ ଲୁଟେରା । ତାଲା ପଡ଼ିଥିବା ଘରକୁ ପୁଣି ଲୁଟେରାଙ୍କ ଟାର୍ଗେଟ୍ । କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଥିବା ଘରୁ ଲୁଟ୍ ହୋଇଛି । ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟିନେଇଛନ୍ତି ଲୁଟେରା ।

ଖବର ଅନୁଯାୟୀ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଗତ ଦୁଇଦିନ ତଳେ ଘର ମାଲିକ ଧ୍ରୁବ ପାତ୍ର ବାଙ୍ଗାଳୁରୁ ବୁଲିବାକୁ ଯାଇଥିବା ବେଳେ ଘରୁ ଲୁଟ୍ ହୋଇଛି । ଝରକା ଭଙ୍ଗା ଯାଇଥିବା ଦେଖି ପଡୋଶୀ ପ୍ରଥମେ ଖବର ଦେଇଥିଲେ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.