ପୋଲିସର ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ
ଟଳିପଡ଼ିଲେ ୩ ମାଓବାଦୀ । ପୋଲିସର ଏନକାଉଣ୍ଟରରେ ୩ ମାଓବାଦୀ ନିହତ। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି ।
ମାଲକାନଗିରି (କେନ୍ୟୁଜ): ଟଳିପଡ଼ିଲେ ୩ ମାଓବାଦୀ । ପୋଲିସର ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ କୋୟଲବେଡା ଜଙ୍ଗଲରେ ପୋଲିସ – ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । DRG ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଏହି ସଫଳତା ମିଳିଛି ।