Browsing Tag

police encounter

କାମାକ୍ଷାନଗରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ

କାମାକ୍ଷାନଗର (କେନ୍ୟୁଜ): ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହ ତ।  ଢେଙ୍କାନାଳ କାମାକ୍ଷାନଗରରେ ଏନକାଉଣ୍ଟର ।  ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି। ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଢେଙ୍କାନାଳ…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ମାଲକାନଗିରି (କେନ୍ୟୁଜ): ପୋଲିସ୍- ମାଓବାଦୀ ଗୁଳି ବିନିମୟ । ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଗଡର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ୍ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ମାଓବାଦୀ ଥିବା ସୂଚନା…

ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ : ୨ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ୨ ହାର୍ଡ କୋର ମାଓବାଦୀ ନିହତ । ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ବେଦେର ଜଙ୍ଗଲରେ ମାଓବାଦୀ ବେସ୍ କ୍ୟାମ୍ପ କରି…

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି (କେନ୍ୟୁଜ): ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି ।…

ପୋଲିସର ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ

ମାଲକାନଗିରି (କେନ୍ୟୁଜ): ଟଳିପଡ଼ିଲେ ୩ ମାଓବାଦୀ । ପୋଲିସର ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ କୋୟଲବେଡା ଜଙ୍ଗଲରେ ପୋଲିସ - ମାଓବାଦୀ ମଧ୍ୟରେ ଗୁଳିବିନିମୟ…

ପୋଲିସ ଏନକାଉଣ୍ଟ, ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ୨ ହାର୍ଡକୋର ମାଓବାଦୀ ନିହତ । ପୋଲିସ ଏନକାଉଣ୍ଟରରେ ଟଳିପଡ଼ଲେ ଦୁଇ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ…

ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

କଟକ (କେନ୍ୟୁଜ): ପୂଜା ପୂର୍ବରୁ ଅଶାନ୍ତ କଟକ ସହର। ଫୁଟିଲା ଗୁଳି। କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଏନକାଉଣ୍ଟର । ଉତ୍ତମାପୁର ଅଞ୍ଚଳରେ ଏନକାଣ୍ଟର କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର…

ମହାରାଷ୍ଟ୍ର ଗଡ଼ଚିରୋଲୀରେ ପୋଲିସ ଏନ୍କାଉଣ୍ଟରରେ ୨୬ ମାଓବାଦୀ ନିହତ

ମହାରାଷ୍ଟ୍ର ଗାଡ଼ଚିରୋଲୀରେ ପୋଲିସ ଏନ୍କାଉଣ୍ଟରରେ ୨୬ ମାଓବାଦୀ ନିହତ ହୋଇଛନ୍ତି । ଜୋରଦାର ଗୁଳି ବିନିମୟରେ ୪ ଯବାନ ଆହତ ହୋଇଥିବା ଜଣାଯାଇଛି । ମହାରାଷ୍ଟ୍ର ପୋଲିସର C-60 ପୋଲିସ ସହିତ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଆହତ ଯବାନ ମାନଙ୍କୁ ନାଗପୁର ଏୟାରଲିଫଟ କରାଯାଇଥିବା ସୂଚନା…

ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ

ମାଲକାନଗିରି(କେ ନ୍ୟୁଜ): ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ । ଗୋଟିଏ ଏକେ-୪୭, ୨ ପିସ୍ତଲ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଚନ୍ଦାମେଟା ଜଙ୍ଗଲରେ ଡିଆରଜି ଟିମ୍‌ ଓ ମାଓବାଦୀଙ୍କ ମଧ୍ୟରେ ୪…

ମାଲକାନାଗିରି: ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ। ଗୁମଲନାର ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ବେଳେ ହାର୍ଡକୋର ମହିଳା ମାଓବାଦୀ ପୟୋକେ ବେକ୍‌ର ମୃତ୍ୟୁ ହୋଇଛି। ତା’…

ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।…

ମାଓ ଦମନ ଅଭିଯାନରେ ସଫଳତା: ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଓ ଦମନ ଅଭିଯାନରେ ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସର ଗୁଳିମାଡରେ ମାଓବାଦୀଙ୍କ ମୃତ ହୋଇଛି ।…