Below header

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ।

ମାଲକାନଗିରି (କେନ୍ୟୁଜ): ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି । ମାଓବାଦୀଙ୍କ ଗୁଳିରେ ବସ୍ତର ଫାଇଟରର ଜଣେ ଯବାନ ମଧ୍ୟ ସହିଦ୍ ହୋଇଛନ୍ତି । ମୃତ ଯବାନ୍ ହେଲେ ରମେଶ କୁରେଠି। ପୋଲିସ ପକ୍ଷରୁ କୁମ୍ବିଙ୍ଗ ଅପରେସେନ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.