Below header
Browsing Tag

naxal killed

ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର

ବିଜାପୁର (କେନ୍ୟୁଜ୍‌) : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ…

ମହାରାଷ୍ଟ୍ର ଗଢଚରୋଲିରେ ଏନକାଉଣ୍ଟର, ୪ ନକ୍ସଲ ନିହତ

ମହାରାଷ୍ଟ୍ର ଗଢ଼ଚିରୋଲି ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ଏଥିରେ ଚାରି ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ନିହତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ପୋଲିସ ସ୍ପେଶାଲ ସି-୬୦ କମାଣ୍ଡୋ…

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି (କେନ୍ୟୁଜ): ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି ।…

ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ୩ ଗ୍ରାମବାସୀଙ୍କୁ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ବିଧାନସଭା ନିର୍ବାଚନର ୫ ଦିନ ପୂର୍ବରୁ ଛତିଶଗଡ଼ରେ ମାତିଲେ ମାଓବାଦୀ । ବସ୍ତର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ବୁଧବାର ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି। ଗତକାଲି ବସ୍ତର ଜିଲ୍ଲାରେ ନିର୍ବାଚନୀ ରାଲି କରିଥିଲେ…