Below header

ମହାରାଷ୍ଟ୍ର ଗଡ଼ଚିରୋଲୀରେ ପୋଲିସ ଏନ୍କାଉଣ୍ଟରରେ ୨୬ ମାଓବାଦୀ ନିହତ

ମହାରାଷ୍ଟ୍ର ଗାଡ଼ଚିରୋଲୀରେ ପୋଲିସ ଏନ୍କାଉଣ୍ଟରରେ ୨୬ ମାଓବାଦୀ ନିହତ ହୋଇଛନ୍ତି । ଜୋରଦାର ଗୁଳି ବିନିମୟରେ ୪ ଯବାନ ଆହତ ହୋଇଥିବା ଜଣାଯାଇଛି । ମହାରାଷ୍ଟ୍ର ପୋଲିସର C-60 ପୋଲିସ ସହିତ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଆହତ ଯବାନ ମାନଙ୍କୁ ନାଗପୁର ଏୟାରଲିଫଟ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.