Browsing Tag

police encounter

ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ

ମାଲକାନଗିରି(କେ ନ୍ୟୁଜ): ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ । ଗୋଟିଏ ଏକେ-୪୭, ୨ ପିସ୍ତଲ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଚନ୍ଦାମେଟା ଜଙ୍ଗଲରେ ଡିଆରଜି ଟିମ୍‌ ଓ ମାଓବାଦୀଙ୍କ ମଧ୍ୟରେ ୪…

ମାଲକାନାଗିରି: ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ। ଗୁମଲନାର ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ବେଳେ ହାର୍ଡକୋର ମହିଳା ମାଓବାଦୀ ପୟୋକେ ବେକ୍‌ର ମୃତ୍ୟୁ ହୋଇଛି। ତା’…

ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।…

ମାଓ ଦମନ ଅଭିଯାନରେ ସଫଳତା: ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଓ ଦମନ ଅଭିଯାନରେ ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସର ଗୁଳିମାଡରେ ମାଓବାଦୀଙ୍କ ମୃତ ହୋଇଛି ।…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବାସାଗୁଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀଙ୍କ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ଦସୁରୁ ପୁନମ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର । ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା…

ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ, ପୋଲିସ-ଅପରାଧୀ ମୁହାଁମୁହିଁରେ ଜଣେ ଏନକାଉଣ୍ଟର

ପୁରୀ (କେନ୍ୟୁଜ୍) : ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ । ବିଳମ୍ବିତ ରାତିରେ ପୋଲିସ-ଅପରାଧୀ ମୁହାଁମୁହିଁ। ଅପରାଧୀ ଦିବନ ବେହେରାକୁ ପୋଲିସର ଏନ୍କାଉଣ୍ଟର। ତାର ଡାହାଣ ଗୋଡର ଆଣ୍ଠୁତଳେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଦିବାନା…

ଦାନ୍ତେୱାଡା ଗୁନିଆପାଲ ଜଙ୍ଗଲରେ ପୋଲିସ – ମାଓବାଦୀ ଗୁଳି ବିନିମୟ, ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ

ଛତିଶଗଡ଼ : ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ଜଣେ ମହିଳା ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସର ମାଓବାଦୀ ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୨ମୃତ ମାଓବାଦୀଙ୍କ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର…

ଫୁଲବାଣୀରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ

ଫୁଲବାଣୀ(କେନ୍ଯୁଜ୍) : ଫୁଲବାଣୀରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି । ମୁନା ଗୋଡ଼ରେ ଗୁଳି ବାଜିଛି । ମୁନା ଦିଗାଲକୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମୁନା ଫୁଲବାଣୀ ନାରାୟଣୀ ପାହାଡ଼ ନିକଟ ବ୍ରାହ୍ଣଣୀ ଜଙ୍ଗଲରେ ଥିବା…