Below header

ଫୁଲବାଣୀରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ

ଫୁଲବାଣୀ(କେନ୍ଯୁଜ୍) : ଫୁଲବାଣୀରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି । ମୁନା ଗୋଡ଼ରେ ଗୁଳି ବାଜିଛି । ମୁନା ଦିଗାଲକୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମୁନା ଫୁଲବାଣୀ ନାରାୟଣୀ ପାହାଡ଼ ନିକଟ ବ୍ରାହ୍ଣଣୀ ଜଙ୍ଗଲରେ ଥିବା ନେଇ ପୋଲିସକୁ ଖବର ମିଳିଥିଲା। ତାକୁ ଧରିବା ପାଇଁ ପୋଲିସ ସେଠାକୁ ଯାଇଥିବାବେଳେ ଉଭୟଙ୍କ ମଧ୍ୟରେ ଗୁଲି ବିନିମୟ ହୋଇଥିଲା। ତା ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ୍‌ ଜବତ କରାଯାଇଛି। ଗଞ୍ଜେଇ ମାଫିଆ ମୁନା ନାଁରେ ୧୧ଟି ମାମଲା    ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.