Below header

ଗୁଜରାଟ ଗାନ୍ଧିନଗର ସଚିବାଳୟରେ ଚିତାବାଘ

ଗୁଜରାଟ(କେନ୍ଯୁଜ୍) : ଗୁଜରାଟ ଗାନ୍ଧିନଗର ସଚିବାଳୟରେ ଚିତାବାଘ । ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବଡ଼ ଅପରେସନ୍‌ ଆରମ୍ଭ ହୋଇଛି । ସଚିବାଳୟରେ ୧୦୦ ଜଣିଆ ଟିମ୍‌ ବାଘ ଧରିବା ପାଇଁ ନିୟୋଜିତ ହୋଇଛନ୍ତି । ଜନ୍ତା ମଧ୍ୟ ମଗା ଯାଇଛି । ବିଧାନସଭାରେ ୧୩୦ଟି ସିସିଟିଭି ଲାଗିଛି । ଏଥି ମଧ୍ୟରୁ ଗୋଟିଏରେ ଚିତାବାଘର ଭିଜୁଆଲ ଦେଖିବାକୁ ମିଳିଛି । ରାତି ଗୋଟାଏ ୫୩ରେ ସିସିଟିଭିରେ ଚିତାକୁ ଦେଖିବାକୁ ମିଳିଛି । ଦୀର୍ଘ ସମୟ ପରେ ମଧ୍ୟ ଚିତାର ସନ୍ଧାନ ମିଳିପାରିନାହିଁ । ଚିତା ଧରିବା ଅପରେସନ୍‌ ଚାଲିଥିବାରୁ ବିଧାନସଭାର କାମ ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.