Below header

କନ୍ଧମାଳ: ଗଭୀର ଖାଇକୁ ଖସିଲା ବସ୍‌, ୩୦ରୁ ଅଧିକ ଯାତ୍ରୀ ଆହତ

କନ୍ଧମାଳ(କେନ୍ୟୁଜ୍): ୩୦ ଫୁଟ ତଳକୁ ଖସିଲା ବସ୍‌ । ୩୦ରୁ ଅଧିକ ଯାତ୍ରୀ ଆହତ । ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଡାଡୁମାହା ଘାଟିରେ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । କୋଟଗଡ ପୋଲିସ ଓ ମେଡିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରୁଛନ୍ତି । ଦୀପକ ନାମକ ବସ କୋଟଗଡରୁ ଶ୍ରୀରାମପୁର ଯାଉଥିବା ବେଳେ ତଳକୁ ଖସିପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.