Below header

ଓଲଟିଲା କେମିକାଲ ଗ୍ୟାସ୍‌ ଟ୍ୟାଙ୍କର, ରାସ୍ତା ଉପରେ ଗ୍ୟାସ ଲିକ୍ ହେବା ନେଇ ଲୋକେ ଭୟଭୀତ

ଓଲଟି ପଡିଲା କେମିକାଲ ଭର୍ତ୍ତି ଟ୍ରକ। ସୋର ଖନ୍ତାପଡ଼ା ଭରତପୁର ନିକଟରେ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏକ କେମିକାଲ ବୋଝେଇ ଟ୍ରକ ନାଟୋ ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା।

ସୋର (କେନ୍ୟୁଜ): ଓଲଟି ପଡିଲା କେମିକାଲ ଭର୍ତ୍ତି ଟ୍ରକ। ସୋର ଖନ୍ତାପଡ଼ା ଭରତପୁର ନିକଟରେ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏକ କେମିକାଲ ବୋଝେଇ ଟ୍ରକ ନାଟୋ ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଫଳରେ ରାସ୍ତା ଉପରେ ଗ୍ୟାସ ଲିକ୍ ହେବାରେ ଲାଗିଛି। ସ୍ଥାନୀୟ ଭରତପୁର ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି। ଗ୍ୟାସ ଲିକ୍ ଜାରି ରହିଥିଲେ ବି ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.