Below header

କାର ସିକ୍ରେଟ ଚାମ୍ବର ଭିତରୁ ଗଞ୍ଜେଇ ଜବତ: ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ହେଉଥିଲା ଚାଲାଣ

କାର ସିକ୍ରେଟ ଚାମ୍ବରରୁ ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ।

କଟକ(କେନ୍ୟୁଜ): କାର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ। ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏକ ଦାମୀ କାର ଜବତ। ଉତ୍ତରପ୍ରଦେଶର ଅମଜାଦ ଖାନ ଓ ତଭରେଜ ଗିରଫ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ। ମଙ୍ଗୁଳି ନିକଟରେ ଧରିଲା ଅବକାରୀ ସ୍ୱାଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.